Code Monkey home page Code Monkey logo

github-profile-achievements / odia Goto Github PK

View Code? Open in Web Editor NEW
2.0 1.0 1.0 7 KB

ସମସ୍ତ GitHub ପ୍ରୋଫାଇଲ୍ ବ୍ୟାଜ୍ ଏବଂ ସଫଳତାର ସମ୍ପୂର୍ଣ୍ଣ ତାଲିକା |

Home Page: https://github-profile-achievements.github.io/odia/

License: Creative Commons Zero v1.0 Universal

achievement achievement-hunter achievement-unlocker achievements achievements-earned badge badges github github-achievements github-badges

odia's Introduction

ସମସ୍ତ GitHub ପ୍ରୋଫାଇଲ୍ ବ୍ୟାଜ୍ ଏବଂ ସଫଳତାର ସମ୍ପୂର୍ଣ୍ଣ ତାଲିକା

ତୁମର ପ୍ରୋଫାଇଲରେ କୃତିତ୍ୱ ପ୍ରଦର୍ଶନ କରିବା ସଂପୂର୍ଣ୍ଣ ଇଚ୍ଛାଧୀନ ଅଟେ ଡିଫଲ୍ଟ ଭାବରେ, ସେମାନେ ଆପଣଙ୍କର ସାର୍ବଜନୀନ ପ୍ରୋଫାଇଲ୍ ଦେଖୁଥିବା ବ୍ୟକ୍ତିଙ୍କ ଦ୍ୱାରା ଦେଖାଯାଇପାରିବ |

ପ୍ରୋଫାଇଲ୍ ସେଟିଂସମୂହ ତୁମ ପାଖକୁ ଯାଇ ତୁମର ପ୍ରୋଫାଇଲରେ ସଫଳତା ପ୍ରଦର୍ଶିତ ହେବା ଠାରୁ ତୁମେ ବାଛି ପାରିବେ ।


ବ୍ୟାଜ୍ ବ୍ୟାଜ୍ ର ନାମ କିପରି ପାଇ ପାରିବେ
Achievement badge Heart On Your Sleeve Heart On Your Sleeve GitHub ରେ କିଛି ବି ❤️ ଇମୋଜି ରେ ପ୍ରତିକ୍ରିୟା ଅର୍ଥାତ ରିଆକ୍ଟ କରନ୍ତୁ ( ଏହାର ପରୀକ୍ଷଣ ଚାଲୁ ଅଛି )
Achievement badge Open Sourcerer Open Sourcerer ଉପଭୋକ୍ତା ଏକାଧିକ ଜନସାଧାରଣ ପୋଜିଟୋରୀରେ PRs ମିଶ୍ରିତ ହୋଇଥିଲେ ( ଏହାର ପରୀକ୍ଷଣ ଚାଲୁ ଅଛି )
Achievement badge Starstruck Starstruck ଗୋଟିଏ repository ରେ ୧୬ କି ଷ୍ଟାର କିମ୍ବା ଅଧିକ ଥିଲେ .
Achievement badge Quickdraw Quickdraw ଖୋଲିବାର 5 ମିନିଟ୍ ମଧ୍ୟରେ ଗୋଟିଏ Issue କିମ୍ବା ଗୋଟିଏ Pull Request ଅନୁରୋଧ ବନ୍ଦ କରିଥିଲେ
Achievement badge Pair Extraordinaire Pair Extraordinaire ଦୁଇ କିମ୍ବା ଅଧିକ ଜଣଙ୍କ ସହ ମିଶ୍ରିତ ଭାବେ Merge Request କରିଥିଲେ
Achievement badge Pull Shark Pull Shark ୨ ଟି Pull Request merge କରିଥିଲେ (କିମ୍ବା ଅଧିକ).
Achievement badge Galaxy Brain Galaxy Brain ୨ ଟି ଗ୍ରହଣୀୟ ଉତ୍ତର କିମ୍ବା ଅଧିକ.
Achievement badge YOLO YOLO ଅତି କମ ରେ ଗୋଟିଏ Pull Request ବିନା ସମୀକ୍ଷା ବା ପରୀକ୍ଷଣ ରେ Merge ହେଅଇଥିଲେ
Achievement badge Public Sponsor Public Sponsor GitHub Sponsors ମାଧ୍ୟମରେ ମୁକ୍ତ ଉତ୍ସ କାର୍ଯ୍ୟର ପ୍ରାୟୋଜକ
Achievement badge Mars 2020 Contributor Mars 2020 Contributor Mars 2020 Helicopter Mission ରେ ବ୍ୟବହୃତ Repository ଗୁଡିକ ରେ ଯୋଗଦାନ କୋଡ୍ ବର୍ତ୍ତମାନ ଅର୍ଜନ କରିବାରେ ଅସମର୍ଥ
Achievement badge 2020 GitHub Archive Program Arctic Code Vault Contributor 2020 GitHub Archive Program ରେ ଏକ Repository ଗୁଡିକ ରେ ଯୋଗଦାନ କୋଡ୍ ବର୍ତ୍ତମାନ ଅର୍ଜନ କରିବାରେ ଅସମର୍ଥ

ବ୍ୟାଜ୍ ର ସ୍ତରଗୁଡିକ

କେତେକ ସଫଳତା କେବଳ ମୂଳ ସଂସ୍କରଣ ନୁହେଁ, ସ୍ତର ମଧ୍ୟ ଅଛି

ସଫଳତା ଡିଫଲ୍ଟ ପିତ୍ତଳ (Bronze) ରୂପା (Silver) ସ୍ଵର୍ଣ (Gold)
Starstruck Achievement badge Starstruck Bronze badge Starstruck Silver badge Starstruck Gold badge Starstruck
୧୬ ଟି ଷ୍ଟାର ୧୨୮ ଟି ଷ୍ଟାର ୫୧୨ ଟି ଷ୍ଟାର ୪୦୯୬ ଟି ଷ୍ଟାର
@torvalds
Pair Extraordinaire Achievement badge Pair Extraordinaire Bronze badge Pair Extraordinaire Silver badge Pair Extraordinaire Gold badge Pair Extraordinaire
ଗୋଟିଏ pull requests
@gomzyakov
୧୦ ଟି pull requests ୨୪ ଟି pull requests ୪୮ ଟି pull requests
@Rongronggg9
Pull Shark Achievement badge Pull Shark Bronze badge Pull Shark Silver badge Pull Shark Gold badge Pull Shark
୨ ଟି pull requests ୧୬ ଟି pull requests ୧୨୮ ଟି pull requests ୧୦୨୪ ଟି pull requests
@ljharb
Galaxy Brain Achievement badge Galaxy Brain Bronze badge Galaxy Brain Silver badge Galaxy Brain Gold badge Galaxy Brain
୨ ଟି ଉତ୍ତର ୮ ଟି ଉତ୍ତର ୧୬ ଟି ଉତ୍ତର ୩୨ ଟି ଉତ୍ତର
@ljharb
Heart On Your Sleeve Achievement badge Heart On Your Sleeve Bronze badge Heart On Your Sleeve Silver badge Heart On Your Sleeve Gold badge Heart On Your Sleeve
??? ??? ??? ???
Open Sourcerer Achievement badge Open Sourcerer Bronze badge Open Sourcerer Silver badge Open Sourcerer Gold badge Open Sourcerer
??? ??? ??? ???

ସଫଳତା ସ୍କିନ୍ ଟୋନ୍

କିଛି ସଫଳତାର ରୂପ ଆପଣଙ୍କ ଇମୋଜି ସ୍କିନ୍ ଟୋନ୍ ପସନ୍ଦ ଉପରେ ନିର୍ଭର କରେ

ଆପଣ appearance settings କୁ ଯାଇ ଆପଣଙ୍କର ପସନ୍ଦିତ ସ୍କିନ୍ ଟୋନ୍ ପରିବର୍ତ୍ତନ କରିପାରିବେ


ବ୍ୟାଜ୍ 👋 👋🏻 👋🏼 👋🏽 👋🏾 👋🏿
Starstruck Default skin tone of Starstruck Light skin tone of Starstruck Light-medium skin tone of Starstruck Medium skin tone of Starstruck Medium-dark skin tone of Starstruck Dark skin tone of Starstruck
Quickdraw Default skin tone of Quickdraw Light skin tone of Quickdraw Light-medium skin tone of Quickdraw Medium skin tone of Quickdraw Medium-dark skin tone of Quickdraw Dark skin tone of Quickdraw

ହାଇଲାଇଟ୍ ବ୍ୟାଜ୍

ବ୍ୟାଜ୍ ବ୍ୟାଜ୍ ର ନାମ କେମିତି ପାଇ ପାରିବେ
White badge GitHub ProBlack badge GitHub Pro Pro GitHub Pro ର ବ୍ୟବହାର
Dark badge Discussion answeredLight badge Discussion answered Discussion answered ଉତ୍ତର ଭାବରେ ଚିହ୍ନିତ ଏକ ଆଲୋଚନାରେ ଆପଣଙ୍କର ଉତ୍ତର ଦିଅନ୍ତୁ
Dark badge Developer Program MemberLight badge Developer Program Member Developer Program Member GitHub Developer Program ର ଏକ ପଞ୍ଜୀକୃତ ସଦସ୍ୟ ହୁଅନ୍ତୁ
security-bug-bounty-hunter-darksecurity-bug-bounty-hunter-light Security Bug Bounty Hunter GitHub Security ରେ Security ଦୁର୍ବଳତାକୁ ଚିହ୍ନଟ କରିବାରେ ସାହାଯ୍ୟ କରନ୍ତୁ
Light badge GitHub Campus ExpertDark badge GitHub Campus Expert GitHub Campus Expert GitHub Campus Program ରେ ଅଂଶଗ୍ରହଣ କରନ୍ତୁ
Dark badge Security advisory creditLight badge Security advisory credit Security advisory credit ଆପଣଙ୍କର ସୁରକ୍ଷା ପରାମର୍ଶଦାତା GitHub Advisory Database ରେ ଦାଖଲ କରନ୍ତୁ

ଆପଣଙ୍କର କିଛି ଧାରଣା (Idea) ଅଛି କି?

ଯଦି ଏହି ପୃଷ୍ଠାରେ ସୂଚନାକୁ କିପରି ଉନ୍ନତ କରାଯିବ ସେ ସମ୍ବନ୍ଧରେ ଯଦି ଆପଣଙ୍କର ପ୍ରଶ୍ନ କିମ୍ବା ପରାମର୍ଶ ଅଛି, ତେବେ ଆପଣ ସର୍ବଦା issue କୁ ଲେଖିପାରିବେ । ମୁଁ ଚନ୍ଦନ କୁମାର ପାଣିଗ୍ରାହୀ ଏହି ଓଡିଆ କୁ ଅନୁବାଦ କରିଛି । ମୋତେ ଆପଣ ଫଲୋ କରି ପାରନ୍ତି ମଧ୍ୟ । ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ ।

odia's People

Contributors

chandankumarpanigrahi avatar gomzyakov avatar

Stargazers

 avatar  avatar

Watchers

 avatar

Recommend Projects

  • React photo React

    A declarative, efficient, and flexible JavaScript library for building user interfaces.

  • Vue.js photo Vue.js

    🖖 Vue.js is a progressive, incrementally-adoptable JavaScript framework for building UI on the web.

  • Typescript photo Typescript

    TypeScript is a superset of JavaScript that compiles to clean JavaScript output.

  • TensorFlow photo TensorFlow

    An Open Source Machine Learning Framework for Everyone

  • Django photo Django

    The Web framework for perfectionists with deadlines.

  • D3 photo D3

    Bring data to life with SVG, Canvas and HTML. 📊📈🎉

Recommend Topics

  • javascript

    JavaScript (JS) is a lightweight interpreted programming language with first-class functions.

  • web

    Some thing interesting about web. New door for the world.

  • server

    A server is a program made to process requests and deliver data to clients.

  • Machine learning

    Machine learning is a way of modeling and interpreting data that allows a piece of software to respond intelligently.

  • Game

    Some thing interesting about game, make everyone happy.

Recommend Org

  • Facebook photo Facebook

    We are working to build community through open source technology. NB: members must have two-factor auth.

  • Microsoft photo Microsoft

    Open source projects and samples from Microsoft.

  • Google photo Google

    Google ❤️ Open Source for everyone.

  • D3 photo D3

    Data-Driven Documents codes.